ଭିନ୍ନକ୍ଷମ ବିଦ୍ୟାଳୟରେ ହୋଲି ଉତ୍ସବ

ସୋନପୁର ଜିଲ୍ଲା ସ୍ଥାନୀୟ ଭିନ୍ନକ୍ଷମ ବିହାର କଲାପଥର ସ୍ଥିତ ଜିଲ୍ଳା ଭିନ୍ନକ୍ଷମ କଲ୍ୟାଣ ବିଦ୍ୟାଳୟରେ ରଙ୍ଗର ପର୍ବ ହୋଲି ପାଳିତହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ର ସମ୍ପାଦକ ଶ୍ରୀଯୁକ୍ତ ଉତ୍ତମ ଚରଣ ଦେହୁରୀଙ୍କ ଉପସ୍ଥିତରେ ସ୍ଥାନୀୟ ଅବସରପ୍ରାପ୍ତ କୃଷି ଅଧିକାରୀ ତଥା ସୋନପୁର ଜିଲ୍ଳା ବେଦପ୍ରଚାର ସମିତି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପଙ୍କଜ ମେହେର ଓ ସପରିବାର ଆସି ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କସହିତ ପବିତ୍ର ହୋଲିଉତ୍ସବ ପାଳନ କରିଥିଲେ।

ତାଙ୍କର ଶୁକନ୍ୟା ଶୁଶ୍ରୀ ଜ୍ଯୋତିରାଣୀ ମେହେରଙ୍କର ଜନ୍ମଉତ୍ସବ ପାଳନ କରିବା ସହିତ ଅନ୍ତେବାସୀମାନଙ୍କୁ ମିଷ୍ଠାନ୍ନ ବଣ୍ଟନକରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes