ଭିଜିଲାନ୍ସ ଜାଲରେ ଆରଆଇ

କୋରାପୁଟ ତହସିଲର ଆରଆଇ ଅମିତ ବେହେରା ଜମି ପଟ୍ଟା କରାଇଦେବାକୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes