ଭାରତୀୟ ହକି ଟିମର କପ୍ତାନ ଅମିତ ରୋହିଦାସ

ଭାରତୀୟ ହକି ଟିମ ଆସନ୍ତା ଜୁନ ମାସରେ ବେଲଜିଅମ ଓ ନେଦରଲାଣ୍ଡ ଗସ୍ତ କରିବାର ଥିବା ବେଳେ ଅମିତ ରୋହିଦାସ ଅଧିନାୟକ ଦାୟିତ୍ୱ ତୁଲାଇବେ ବୋଲି ଆଜି ହକି ଇଣ୍ଡିଆ 20 ଜଣିଆ ଦଳ ଘୋଷଣା କରି କହିଛି l
ଶିଳାନନ୍ଦ ଲାକ୍ରା ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes