ଭାରତୀୟ ଜନତା ପାର୍ଟିର ଯୋଗାଣ ବିଭାଗ ଅଫିସ ଘେରାଉ

ଧାନ ମଣ୍ଡି ଅବ୍ୟବସ୍ଥା, କଟନୀ ଛଟନୀ ବନ୍ଦ, ବସ୍ତା ସୁତୁଲି ପଇସା ଚାଷୀଙ୍କୁ ତଥା ମିଲର ସଙ୍ଗେ ମିଶି ଚାଷୀଙ୍କୁ ଶୋଷଣ କରୁଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି ସଦସ୍ୟମାନେ ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ରୀ ଶିବାଜୀ ମହାନ୍ତି, ଶ୍ରୀ ଶିବଦତ୍ତ ମିଶ୍ର ଓ ଲୋଇସିଂହା ବିଧାୟକ ଡ଼ଃ ମୁକେଶ ମହାଳିଙ୍ଗଙ୍କ ନେତୃତ୍ୱରେ ଆଜି ଜିଲ୍ଲା ଯୋଗାଣ ଅଧିକାରୀ ଅଫିସକୁ ଘେରାଉ କରିଥିଲେ।

ସେମାନେ ଜିଲ୍ଲାପାଳଙ୍କୁ ଏକ ପାଞ୍ଚ ଦଫା ଦାବି ପତ୍ର ପ୍ରଦାନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes