ଭଦ୍ରକରେ ଆଜିକାର ତାପମାତ୍ରା ୩୮ ଡିଗ୍ରୀ June 7, 2022 by Odisha ଆଜି ଦିନବେଳା ଭଦ୍ରକ ସହରରେ ତାପମାତ୍ରା 38 ଡିଗ୍ରୀ ଥିବା ବେଳେ ଚାନ୍ଦବାଲିରେ ଥିଲା 38.2 ଡିଗ୍ରୀ l