ଭଣ୍ଡ ବାବାକୁ ଗିରଫ କଲା ବାଦାମବାଡ଼ି ଥାନା ପୁଲିସ

କଟକ ବାଦାମବାଡ଼ି ଥାନା ପୁଲିସ ଯାଜପୁର ଧର୍ମଶାଳାର ସିଦ୍ଧେଶ୍ୱର ସାମନ୍ତରାୟଙ୍କୁ ଗିରଫ କରିଛି।

ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତି କରାଇଦେବାକୁ କହି ଠକିଥିଲେ।ଝାଞ୍ଜିରିମଙ୍ଗଳା ଅଞ୍ଚଳର ଦମ୍ପତିଙ୍କ ଠାରୁ ୩ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes