ଭଙ୍ଗା ମାଇନ୍ସ ସାମଗ୍ରୀ ବିକ୍ରୟ ସକାଶେ ଟେଣ୍ତର

କଳାହାଣ୍ତି ଜିଲ୍ଲା ମାଇନ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ଯାଳୟ ତରଫରୁ ଭଙ୍ଗା ଓ ଅଯୋଗ୍ୟ ସାମଗ୍ରୀ ବିକ୍ରୟ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଚଳିତ ମାସ ୨୬ ତାରିଖ ଯାଏ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes