ଭଙ୍ଗା ଦଦରା ଡଙ୍ଗାରେ ନଦୀ ପାର ହେଉଥିବାର ଅଭିଯୋଗ

ସମଲ ଜଳଭଣ୍ଡାରରେ ଦୁର୍ଗାପୁର,ଗହମ ସ୍ଥିତ ବ୍ରାହ୍ମଣୀ ନଦୀରେ ଲୋକେ ଭଙ୍ଗା ଦଦରା ଡଙ୍ଗାରେ ବିନା ଲାଇଫ୍ ଜ୍ୟାକେଟ୍ ରେ ନଦୀ ପାର ହେଉଥିବାର ଅଭିଯୋଗ ହେଉଛି ।

ଲୋକଙ୍କ ଧନଜୀବନ ରକ୍ଷା ପାଇଁ ବ୍ୟାରେଜ କର୍ତୃପକ୍ଷ ମୋଟର ବୋଟ ଯୋଗାଇ ଦେବାକୁ ସମଲ ବ୍ୟାରେଜ ବିସ୍ଥାପନ ମଂଚ ସଭାପତି ଜଗମୋହନ ପ୍ରଧାନ ଓ ବୁଡ଼ି ଅଂଚଳବାସୀ ନିବେଦନ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes