ଭଙ୍ଗାମୁଣ୍ଡା ମଠରେ ଭାଗବତ ପାରାୟଣ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ରଥପୁର ସ୍ଥିତ ଭଙ୍ଗାମୁଣ୍ଡା ମଠ ପରିସରରେ ଆଜି ଭାଗବତ ପାରାୟଣ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବ୍ୟାସ ପରୀକ୍ଷିତ ମହାରାଜା ଭାଗବତ ପଠନ କରୁଛନ୍ତି। ଏହି ଅବସରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗଦେଇ ଥିବା ଦେଖିବାକୁ ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes