ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କୋଦଳା ବଜାରରେ ଏକ ବ୍ୟାଟେରି ଚାଳିତ ଗାଡ଼ିରେ ହଠାତ୍ ନିଆଁ ଲାଗି ଯାଇଥିଲା।
ନିଆଁ ଲାଗିଥିବା ଗାଡ଼ି ପାଖରେ ଏକ ଦୋକାନ ଥିବାରୁ ସେଥିରେ ମଧ୍ୟ ନିଆଁ ଲାଗି ପୋଡ଼ି ପାଉଁଶ ହୋଇଯାଇଛି।
Credible Local News of Odisha