ବ୍ୟାଙ୍କ ଏଟିଏମ ଅଚଳ, ଗ୍ରାହକ ହୀନସ୍ଥା

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଉଦଳା ଶାଖା ପରିସର ମଧ୍ୟରେ ଥିବା ଏଟିଏମ ଆଜି ଭୋର ସମୟରୁ ଅଚଳ ହୋଇଯାଇଛି ।

ଏଥିପାଇଁ ଟଙ୍କା ଉଠାଣ କରିବା ପାଇଁ ଆସୁଥିବା ଗ୍ରାହକମାନେ ଅସୁବିଧା ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes