୮୦ ବର୍ଷରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଅଜୟ କୁମାର ଜେନାଙ୍କ ଦେହାନ୍ତ ଘଟିଛି।
ସେ ଜନତା ଦଳ ଟିକେଟରେ ଦୁଇଥର ବିଧାୟକ ନିର୍ବାଚିତ ହୋଇଥିଲେ।ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।
Credible Local News of Odisha