ଆଜି ପବିତ୍ର ଅକ୍ଷୟ ତୃତୀୟାର ଅବସରରେ ବୌଦ୍ଧ ଜିଲ୍ଲା ପାଲଝାର ସ୍ଥିତ ସରକାରୀ କୃଷି ଫାର୍ମ ହାଉସ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଠି ଅନୁକୂଳ ସହ କୃଷକ ଦିବସ ପାଳିତ ହୋଇଯାଇଛି।
ଏଥିରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।
Credible Local News of Odisha