ବୌଦ୍ଧ ମହୋତ୍ସବ ତୃତୀୟ ରଜନୀ, ଲୋକଙ୍କ ପ୍ରବଳ କହଳି

ବୌଦ୍ଧ କଚେରି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଥିବା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ଗତ ରାତି ଥିଲା ତୃତୀୟ ରଜନୀ।‌

ଏହି ଅବସରରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାୟ ମୀନା, ଜିଲ୍ଲା ଜଜ୍ ବିକ୍ରମ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes