ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣ ସାମଗ୍ରୀ ଉପକରଣ ବଣ୍ଟନ

ସମଗ୍ର ଶିକ୍ଷ୍ୟା ମୟୁରଭଞ୍ଜ ଓ ରାଷ୍ଟ୍ରିୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ସଂସ୍ଥାନ, ସାମାଜିକ ନ୍ୟାୟ ଏବଂ ଅଧିକାରୀ ମନ୍ତ୍ରଣାଲୟ ଭାରତ ସରକାର, ମନୋବିକାଶ ନଗର ସିକନ୍ଦରାବାଦଙ୍କ ମିଳିତ ସହଯୋଗରେ ସ୍ଥାନୀୟ ପ୍ରୟାସ ସମ୍ମିଳନୀ କକ୍ଷଠାରେ ୧୨ଗୋଟି ବ୍ଲକରୁ ୧୧୪ ଜଣ ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଶିକ୍ଷଣ ସାମଗ୍ରୀ ଉପକରଣ ବଣ୍ଟନ କରାଯାଇଛି।

ଏହି ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନିତୀ ଭରଦ୍ୱାଜ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes