ବୌଦ୍ଧ ରାଜନପାଲି ଗ୍ରାମ ସଂକୀର୍ତ୍ତନ ଦଳ କୌଣସି ସ୍ଥାନକୁ ନାମ ନାଚି ଯିବା ପୂର୍ବରୁ ନିଜ ଗାଁ ମଣ୍ଡଳୀରେ ୩ ଘଣ୍ଟା ହରେକୃଷ୍ଣ ମହାମନ୍ତ୍ର ଗାନକରି ତାପରେ ଯାଆନ୍ତି, ଯାହାକି ଅନ୍ୟ କୌଣସି ସଂକିର୍ତନ୍ୟ ମଣ୍ଡଳୀରେ ଦେଖିବାକୁ ମିଳେନାହିଁ ।
ଏଇ ନିଆରା ପରମ୍ପରା ଆମ ସଂକିର୍ତନ୍ୟ ମଣ୍ଡଳୀ ପାଇଁ ଅତି ପ୍ରାଚୀନ ବୋଲି ସଂକିର୍ତନ୍ୟ ମଣ୍ଡଳୀର ଗୁରୁ ଦଳଗୋବିନ୍ଦ ସେଠୀ ପ୍ରକାଶ କରିଛନ୍ତି l