ବୈଶାଖୀ ମେଳାରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼

ଦୀର୍ଘ ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ କୌଣସି ବଡ଼ ମେଳା ହୋଇନଥିବାରୁ ତୃତୀୟ ଦିନରେ ପ୍ରାୟ ଦୁଇ ଲକ୍ଷରୁ ଅଧିକ ଲୋକ ଏବଂ କୋଟିଏରୁ ଅଧିକ ବେପାର ହୋଇଥିବା ଏକ ଆଞ୍ଚଳିକ ଖବର କାଗଜରେ ପ୍ରକାଶିତ ହୋଇଛି ।

ଭିଡ଼ ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ବିଗିଡି ଯାଇଥିଲା ଏଣୁ ଟ୍ରାଫିକ ବ୍ୟବସ୍ଥା ଶୃଙ୍ଖଳିତ କରିବା ସହ ଅଧିକ ପୁଲିସ ଫୋର୍ସ ମୁତୟନ କରିବାକୁ ଦାବି କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes