କଟକ ବାଲିଯାତ୍ରା ପଡ଼ିଆରେ ଚାଲିଥିବା ବୈଶାଖୀ ମେଳାର ଷଷ୍ଠ ଦିବସରେ ବେଶ ଭିଡ଼ ଦେଖିବାକୁ ମିଳିଥିଲା ଏବଂ ମେଳାର ସମୁଦାୟ ବ୍ୟବସାୟ ଏକ କୋଟି ଟପିଥିବା ବାଣିଜ୍ୟ ମେଳା ପରିବାର ପକ୍ଷରୁ ସୂଚନା ମିଳିଛି ।
ଖାଦ୍ୟ,ବସ୍ତ୍ର,ଘରକରଣା ଉପକରଣ, ଗାଡିମଟର ଆଦିର ବ୍ୟବସାୟ ଏକ କୋଟି ଟପିଥିଲା ।
Credible Local News of Odisha