ବୈଶାଖୀ ପର୍ବରେ ଗୁରୁଦ୍ୱାରରେ ରକ୍ତଦାନ ଶିବିର ଅନୁଷ୍ଠିତ

ବୈଶାଖୀ ପର୍ବ ଅବସରରେ ଭୁବନେଶ୍ୱରର ଗୁରୁଦ୍ୱାର ସିଂ ସଭାରେ ଆଜି କମିସନରେଟ ପୁଲିସ ଏବଂ ଆଇଆରସିଏସ ସହାୟତାରେ ଅନୁଷ୍ଠିତ ଏକ ରକ୍ତଦାନ ଶିବିରରେ 102 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି l

ଏହି ଅବସରରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଏସିପି ଲଳିତେନ୍ଦୁ ମହାନ୍ତି ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes