ବୈଜ୍ଞାନିକ ପଦ୍ମଶ୍ରୀ ପ୍ରଫୁଲ୍ଲ କୁମାର ଜେନାଙ୍କ ପରଲୋକ

ବିଶିଷ୍ଟ ବୈଜ୍ଞାନିକ ତଥା ଓଡ଼ିଶାରେ ବିଜ୍ଞାନ ଭିତ୍ତିଭୂମି ସ୍ଥାପନର ପ୍ରମୂଖ ବ୍ୟକ୍ତିତ୍ୱ ପଦ୍ମଶ୍ରୀ ପ୍ରଫୁଲ୍ଲ କୁମାର ଜେନାଙ୍କ ଆଜି ୯୨ ବର୍ଷ ବୟସରେ ତାଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରେ ସ୍ୱର୍ଗବାସ ହୋଇଛି ।

ଶ୍ରୀ ଜେନା ପୂର୍ବତନ ରାଷ୍ଟ୍ରପତି ଏ ପି ଜେ ଅବଦୁଲ କାଲାମଙ୍କ ପରମ ମିତ୍ର ଭାବେ ମଧ୍ୟ ଜଣାଶୁଣା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes