ବେଦାନ୍ତ କମ୍ପାନୀ ଦ୍ଵାରା ବିସ୍ଥାପିତ ଲୋକଙ୍କ ସହ ପ୍ରଶାସନର ଆଲୋଚନା

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସହରରେ ଥିବା ବେଦାନ୍ତ କମ୍ପାନୀ ଦ୍ଵାରା ବିସ୍ଥାପିତ ୩ ଖଣ୍ଡ ଗ୍ରାମର ଲୋକଙ୍କ ରହିବା ପାଇଁ ନୂଆ କଲୋନୀ ନିର୍ମାଣ ହେଇଛି ।

ସେଠାରେ ଥିବା ବିଭିନ୍ନ ସମସ୍ୟା ପୂରଣ ପରେ ବିସ୍ଥାପିତ ଲୋକେ ରହିବେ ବୋଲି ଆଜି ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇ ନିଷ୍ପତି ନିଆଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes