ବେଦବ୍ୟାସରେ 5T ସଚିବ ଭି.କେ ପାଣ୍ଡିଆନ

5T ସଚିବ ଭି.କେ ପାଣ୍ଡିଆନ ରାଉରକେଲା ବେଦବ୍ୟାସ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି।

ଏହା ସହ ବେଦବ୍ୟାସ ପୀଠରେ ଜାରି ରହିଥିବା ଉନ୍ନତିମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes