ବେଆଇନ ଗୋ ଚାଲାଣ ବେଳେ ଗୋଵଂଶ ଉଦ୍ଧାର

ବାଲେଶ୍ଵର ଖନ୍ତାପଡା ଥାନା ଅନ୍ତର୍ଗତ ଶେରଗଡ଼ ଟୋଲଗେଟ ନିକଟରୁ ବଜରଙ୍ଗୀ ଦଳ ଓ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ଖୋର୍ଦ୍ଧାରୁ ପଶ୍ଚିମବଙ୍ଗକୁ ବେଆଇନ ଗୋ ଚାଲାଣ ବେଳେ ଟ୍ରକ ସହ ଶତାଧିକ ଗୋଵଂଶ ଉଦ୍ଧାର କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes