ବୃଦ୍ଧଙ୍କୁ ଦଳିଦେଲା ହାତୀ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ବନାଞ୍ଚଳରେ ଦିନକୁ ଦିନ ହାତୀଙ୍କ ଉପଦ୍ରବ ବୃଦ୍ଧି ଘଟିବା ସହ ଧନଜୀବନର କ୍ଷତି ଘଟାଉଛନ୍ତି।

ସୋମବାର ରାତ୍ର ବାଙ୍କୀ ଖାଡ଼ିଆ ସାହିର ଅଙ୍ଗଦ ଦେହୁରୀଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ବେଳେ ସ୍ଵଭାଗ୍ୟକୁ ଅନ୍ୟଜଣେ ବର୍ତ୍ତି ଯାଇଛି। ଖବର ପାଇ ବିଭାଗ ଘଟଣାର ତଦନ୍ତ କରୁଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes