ବୀରମହାରାଜପୁର ପୋଲିସ ପକ୍ଷରୁ ଜଳଛତ୍ର

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପୋଲିସ ପକ୍ଷରୁ ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ସର୍ବସାଧାରଣଙ୍କ ପାଇଁ ଜଳଛତ୍ର ଖୋଲାଯାଇଛି ।

ଏହାକୁ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଉଦଘାଟନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes