ବୀରମହାରାଜପୁରରେ ବିଜେପିର ସାଙ୍ଗଠନିକ ବୈଠକ

ଆଗାମୀ ୨୦୨୫ ସାଧାରଣ ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ସଭାପତି ପ୍ରୋମଦ ମହାପାତ୍ରଙ୍କ ତତ୍ୱାବଧାନରେ ବୀରମହାରାଜପୁର ଆମ୍ବବୁରୀ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l

ଏହି ବୈଠକରେ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଆନନ୍ଦ ବାରିକ, ଉତ୍ସହକୁମାରୀ, ସାଂସଦ ପ୍ରତିନିଧି ନଳିନୀ ପଣ୍ଡା ଏବଂ ବହୁ ବରିଷ୍ଟ କାର୍ଯ୍ୟକର୍ତା ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes