ବୀରମହାରାଜପୁରରେ କଳସ ଶୋଭା ଯାତ୍ରା

ସୋନପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ଆସନ୍ତା କାଲି ଠାରୁ ହେବାକୁ ଥିବା ୨୪ ପ୍ରହରୀ ନାମ ଯଜ୍ଞ ( ଫଗୁଣ ପନି ଯାତ୍ରା) ପାଇଁ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏଥିରେ ପୂଜକ ପଣ୍ଡିତ ସଦାନନ୍ଦ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ବସନ୍ତ ମହାକୁର କର୍ତ୍ତା ଦାଇତ୍ୱ ତୁଲାଉଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes