କଟକ ରେଭେନ୍ସା କଲେଜର ଜଣେ ଆଇଟିଏମ ଛାତ୍ର ବିଷକ୍ରିୟା ଯୋଗୁଁ ଗୁରୁତର ହେବାରୁ ତାଙ୍କୁ ସକାଳେ ଏସସିବିରେ ଭର୍ତ୍ତି କରାଯାଇଥିଲା।
ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଛାତ୍ରଙ୍କ ଘର ଗଜପତି ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି। ହେଲେ ଏଯାଏଁ ବିଷକ୍ରିୟାର କାରଣ ଅସ୍ପଷ୍ଟ ରହିଛି।
Credible Local News of Odisha