କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ଆସିଛି।
ବିଷକ୍ରିୟାରୁ ଡାକ୍ତରାଣୀଙ୍କ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜବତ ବିଷ ବୋତଲ ଫୋରେନସିକ୍ ଲ୍ୟାବ୍କୁ ପଠାଯିବ ବୋଲି ବିଭାଗ ସୂଚନା ଦେଇଛି।
Credible Local News of Odisha