ବିଶ୍ୱ ରେଡ଼କ୍ରସ ଦିବସ ପାଳନ

ଆଜି କୁଚିଣ୍ଡା ଅରୁନୋଦୟ ବିଦ୍ୟାଳୟରେ ବିଶ୍ୱ ରେଡ଼କ୍ରସ ଦିବସ ପାଳନ ହୋଇଥିବା ବେଳେ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ବରିଷ୍ଠ ସଦସ୍ୟ ଡ ଶରତ ଚନ୍ଦ୍ର ଗୌନ୍ତିଆ ଯୋଗଦାନ କରିଥିଲେ।

ଅନଲାଇନ ମାଧ୍ୟମରେ ବିଶ୍ଵ ରେଡ଼କ୍ରସ ସଂଗଠନ ଏବଂ ସ୍ବେଛାସେବୀଙ୍କ କର୍ତ୍ତବ୍ୟ ବିଷୟ ବସ୍ତୁକୁ ନେଇ ଏକ ବକ୍ତବ୍ୟ ପ୍ରତିଯୋଗିତା କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes