ବିଶ୍ଵବିଦ୍ୟାଳୟରେ ଦିନକରେ 44 କୋଭିଡ ପଜିଟିଭ

କଟକର ଏକ ଜାତୀୟସ୍ତରୀୟ ବିଶ୍ଵବିଦ୍ୟାଳୟରେ ଦିନକରେ 44 ଜଣ କରୋନା ପଜିଟିଭ ହୋଇଥିବା ସିଏମସି ପକ୍ଷରୁ କୁହାଯାଇଛି l
234 ଜଣ ଛାତ୍ରଛାତ୍ରୀଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ଏବଂ ସେଥିରୁ ଚିହ୍ନଟ ହୋଇଥିବା 44 ପଜିଟିଭଙ୍କୁ ଏବେ ଆଇସୋଲେସନରେ ରଖାଯାଇ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes