ବିଶ୍ଵକର୍ମା ପୂଜା ପାଇଁ ଜୋରଦାର ପ୍ରସ୍ତୁତ

ସୋନପୁର ଜିଲ୍ଲା ବୀରମହାରାଜପୁର ସଦରସ୍ଥିତ ଗାଡ଼ି ଚାଳକ ସଂଘ ପକ୍ଷରୁ ବିଶ୍ଵକର୍ମା ପୂଜା ପାଇଁ ଜୋରଦାର ପ୍ରସ୍ତୁତ ଆରମ୍ଭ ହୋଇଯାଇଛି।

ଆସନ୍ତା ୧୭ରୁ ପୂଜା ଆରମ୍ଭ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ସଂଘର ସଭାପତି ଗଙ୍ଗାଧର ପଧାନ ପ୍ରକାଶ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes