ଶାନ୍ତିସ୍ତୂପ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ବୋଧନ ଏହା କହିଛନ୍ତି।
ଏହା ସହ ଦେଶବିଦେଶରୁ ଆସିଥିବା ସାଧୁ ସନ୍ୟାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଧଉଳିର ଶାନ୍ତିସ୍ତୂପ ପ୍ରତିଷ୍ଠାକୁ ଆଜି ୫୦ ବର୍ଷ ପୂରିଛି। ସୁବର୍ଣ୍ଣ ଜୟନ୍ତୀ ଅବସରରେ ଧଉଳିରେ ବୌଦ୍ଧ ସମ୍ମିଳନୀର ଆୟୋଜନ ହୋଇଛି।
Credible Local News of Odisha