ବିଶିଷ୍ଟ ବାନ୍ଧଶିଳ୍ପୀ ସୀତାରାମ ମେହେରଙ୍କ ଗଙ୍ଗା ଶ୍ରାଦ୍ଧ ସମ୍ପନ୍ନ

ଗତ ୧୫ ତାରିଖରେ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଟିକ୍ରାପଡାର ବିଶିଷ୍ଟ ବାନ୍ଧଶିଳ୍ପୀ ସୀତାରାମ ମେହେରଙ୍କ ପରଲୋକ ହୋଇ ଥିବାବେଳେ, ଆଜି ବନ୍ଧୁ ବାନ୍ଧବ ଏବଂ ଆତତ୍ମୀୟ ସ୍ୱଜନଙ୍କ ଗହଣରେ ତାଙ୍କ ଗଙ୍ଗାଶ୍ରlଦ୍ଧ ସମ୍ପର୍ଣ୍ଣ ହୋଇଛି l

ଏହି କାର୍ଯ୍ୟକ୍ରମରେ ଅଂଚଳର ବୁଣାକାର ଏବଂ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦାନ କରି ସ୍ବର୍ଗତ ଆତ୍ମାର ସତଗତି କାମନା କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ଦେଖା ଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes