ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଭାତ ପଟ୍ଟନାୟକଙ୍କୁ ମଲକମ୍ ଆଡିଶିୟା ଆୱାର୍ଡ

ବିଶିଷ୍ଟ ଅର୍ଥନୀତିଜ୍ଞ ଓଡ଼ିଆ ପୁଅ ଡ. ପ୍ରଭାତ ପଟ୍ଟନାୟକ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପାଇବେ ମଲକମ୍ ଆଡିଶିୟା ଆୱାର୍ଡ 2022 ।

ଡ. ପଟ୍ଟନାୟକ କେରଳ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଆର୍ଥିକ ଅଧ୍ୟୟନ ଏବଂ ଯୋଜନା ଶିକ୍ଷା ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes