ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ଛାତ୍ର

ବିଭିନ୍ନ ସମସ୍ୟାକୁ ନେଇ ରାଙ୍କି ସ୍ଥିତ ଏକ୍ଲାଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରମାନେ ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସି ଘେରାଉ କରିଛନ୍ତି।

ବିଦ୍ୟାଳୟର ଖାଦ୍ୟ, ଡ୍ରେସ୍ ଚପଲ ନିୟମିତ ମିଳୁନାହିଁ, ପାଣି ସମସ୍ୟା, ଆଲୋକ ସମସ୍ୟା ଆଦି ବିଭିନ୍ନ ସମସ୍ୟାକୁ ନେଇ ସେମାନଙ୍କ ମଧ୍ୟରେ ଦେଖାଦେଇ ଆସୁଥିବା ଅସନ୍ତୋଷ ଆଜି ବିସ୍ଫୋରକ ରୂପ ନେଇଥିବା ବେଳେ ସେମାନେ ବିଦ୍ୟାଳୟ ପରିସରରୁ ବାହାରି ଦାବି ଉପସ୍ଥାପନା ପାଇଁ ଜିଲ୍ଲାପାଳଙ୍କ ନିକଟକୁ ଆସିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes