ସୁବର୍ଣ୍ଣପୁର ଜିଲ୍ଲା ବିନିକା ଜଗନ୍ନାଥ ମନ୍ଦିରରେ ତିନି ପ୍ରଭୁଙ୍କ ନେତ୍ରୋତ୍ସବ ଆଜି ମଧ୍ୟାହ୍ନରେ ପାଳିତ ହୋଇଯାଇଛି।
ମନ୍ଦିରରେ ପ୍ରଭୁଙ୍କ ପୂଜାର୍ଚ୍ଚନା ପରେ ଘଣ୍ଟ ଶଙ୍ଖ ହୁଳହୁଳି ଧ୍ବନିରେ ଏକ ଶୋଭାଯାତ୍ରାରେ ସେବାୟତମାନେ ରଥ ଥିବା ସ୍ଥାନକୁ ଯାଇ ରଥ ମୁଣ୍ଡିରେ ଧ୍ୱଜା ବାନ୍ଧିଥିଲେ ।
Credible Local News of Odisha