ବିନିକା ଓ ରାମପୁର ଅଞ୍ଚଳରେ ଓଡ଼ିଶା ବନ୍ଦ ପ୍ରଭାବ ଶୂନ୍ୟ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଓ ରାମପୁର ଅଞ୍ଚଳରେ ଓଡ଼ିଶା ବନ୍ଦ ପ୍ରଭାବ ଶୂନ୍ୟ ରହିଛି ।

ରାସ୍ତାରେ ଗାଡ଼ି ମଟର ଚଳାଚଳ କରୁଥିବା ବେଳେ ଦୋକାନ ବଜାର ମଧ୍ୟ ଖୋଲା ଥିବା ଦେଖିବାକୁ ମିଳିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes