ବିଧାୟକ ପ୍ରଶାନ୍ତ ଜଗଦେବ ରାଷ୍ଟ୍ରପତି ଭୋଟ ଦେଲେନାହିଁ

ଆଜି ଅପରାହ୍ନ 5 ଟାରେ ରାଷ୍ଟ୍ରପତି ଭୋଟ ଶେଷ ହୋଇଥିବା ବେଳେ ରାଜ୍ୟର 145 ଜଣ ବିଧାୟକ ଭୋଟ ଦେଇଛନ୍ତି l ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦିଲ୍ଲୀରେ ଭୋଟ ଦେଇଥିବା ବେଳେ ବିଧାୟକ ପ୍ରଶାନ୍ତ ଜଗଦେବ ଜେଲରେ ଥିବାରୁ ଭୋଟ ଦେଇନାହାନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes