ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ କମିଟି ଗଠିତ

ଦରମା ଓ ଭତ୍ତା ବୃଦ୍ଧି ପାଇଁ ଚଳିତ ବିଧାନସଭା ଅଧିବେଶନରେ ଦାବି ହେବା ପରେ ଆଜି ବାଚସ୍ପତି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି l

କମିଟିରେ କଂଗ୍ରେସ ଓ ବିଜେପି ସଦସ୍ୟ ମାନେ ମଧ୍ୟ ସ୍ଥାନ ପାଇଛନ୍ତି l କମିଟି ଦରମା ଓ ଭତ୍ତା ବୃଦ୍ଧି ନେଇ ଅନୁଧ୍ୟାନ କରି ରିପୋର୍ଟ ଦେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes