ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଯୁବକ ମୃତ

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଅଲଣ୍ଡା ପଞ୍ଚାୟତ ଗରିଆମାଲ ଗାଁରେ ଆଜି ସକାଳ ୮ ବେଳେ ଏହି ଘଟଣା ଘଟିଛି।

ଗାଁ ପାଖ ପଡ଼ିଆରେ ହକି ଖେଳି ଫେରିଲା ବେଳେ ପଡ଼ିଥିବା ପୋଲ୍ ଉଠାଇଲା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ ୨ ଯୁବକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes