ବିଦ୍ୟୁତ ତାର ସଂଯୋଗ ପରେ କାର୍ଯ୍ୟକ୍ଷମ ହେଲା ପାନୀୟ ପ୍ରକଳ୍ପ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକ କେ ଗାଁ ଠାରେ ଥିବା ପାନୀୟ ଜଳ ପ୍ରକଳ୍ପର ବିଦ୍ୟୁତ ତାର ଚୋରି ହୋଇଥିବାରୁ ଅଚକ ହୋଇ ପଡ଼ିଥିଲା ।

ଲୋକଙ୍କ ଅଭିଯୋଗ ପରେ ମନ୍ତ୍ରୀ ଓ ବ୍ଲକ ଅଧ୍ୟକ୍ଷଙ୍କ ଉଦ୍ୟମ କ୍ରମେ ଆଜି ନୂତନ ତାର ସଂଯୋଗ ହେବା ପରେ ପାନୀୟ ଜଳ ପ୍ରକଳ୍ପରୁ ପାଣି ବାହାରିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes