ବିଦ୍ୟୁତ କାଟ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଉପଭୋକ୍ତା

ବରଗଡ଼ରେ ଅଘୋଷିତ ବିଦ୍ୟୁତ କାଟ ହେଉଥିବା ଅଭିଯୋଗ କରି ଆଜି ବରଗଡ ଜିଲ୍ଲାପାଳଙ୍କୁ ବିଦ୍ୟୁତ ଉପଭୋକ୍ତା ସଂଘ କର୍ମକର୍ତ୍ତା ଭେଟି ଏହାର ପ୍ରତିକାର ଦାବୀ କରିଛନ୍ତି।

ଟାଟା ପାୱାର ବିଦ୍ୟୁତ ବିତରଣ ଦାୟିତ୍ୱ ନେଲାପରେ ଅଘୋଷିତ ଘନଘନ ବିଦ୍ୟୁତ ବିଭ୍ରାଟ ଓ ଲୋ-ଭୋଲଟେଜ ସମସ୍ୟା ରହୁଥିବା ସେମାନେ ଅଭିଯୋଗ କରିଥିବା ବେଳେ ଟାଟା ପାୱାର କି ପ୍ରଶାସନର ପ୍ରତିକ୍ରିୟା ମିଳିନାହିଁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes