୧୬ନଂ ଏନଏଚ୍ ଗେଲପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ସହ ହେଲପର ଗୁରୁତର ଅଛନ୍ତି। କଦଳୀ ବୋଝେଇ କରି କଟକରୁ ବାଲେଶ୍ବର ଯାଉଥିଲା ଟ୍ରକ୍।
Credible Local News of Odisha