ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ ପୂର୍ବତନ ଚିକିତ୍ସାଧିକାରୀ ଡ଼. ସିବାନନ୍ଦ ମହାନ୍ତିଙ୍କୁ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି ।
ସେ ୨୦୧୮ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ଉଦଳା ଡାକ୍ତରଖାନା କାର୍ଯ୍ୟରତ ଥିଲେ । ଏହି ସଭାରେ ନୂତନ ଚିକିତ୍ସାଧିକାରୀ ଡ଼. କମଳାକାନ୍ତ ନାୟକ ଏବଂ ଡାକ୍ତରଖାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।