ବିଦାୟୀ କାଲିନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ସୋନପୁର ସଦରବ୍ଲକ ଗ୍ରାମପଞ୍ଚାୟତ ଉଚ୍ଚ ମାଧ୍ଯମିକ ବିଦ୍ଯାଲୟରେ ଦ୍ବିତୀୟ ବର୍ଷର କଳା ଛାତ୍ର ଛାତ୍ରୀ ମାନଙ୍କ ବିଦାୟୀ କାଲିନ ସମ୍ବର୍ଦ୍ଧନା ଉତ୍ସବ ଆର୍ତ୍ତତ୍ରାଣ ଦାଶଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା l

ମୁଖ୍ଯ ଅତିଥି ଭାବେ ଅଧ୍ଯକ୍ଷ ଅରୁଣ କୁମାର ସଢଙ୍ଗୀ, ପିଣ୍ଟୁ ପଧାନ, ଜଗନ୍ନାଥ ସାହୁ ସାମ୍ବାଦିକ ରାଜକୁମାର ମହାକୁର,ଦିଲିପ୍ ରଂଜନମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes