ବିଜେପିର ବଜେଟ୍ ଆଲୋଚନା

ଚଳିତ ବଜେଟ୍ ୨୦୨୨-୨୩ ପରିପ୍ରେକ୍ଷୀରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଡିଆ ବିଭାଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l

ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାୟକ ଓ ପ୍ରବକ୍ତାମାନେ ଆଲୋଚନା କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes