ବାହାଘର ୮ ଦିନ ପୂରିନି ନବବଧୂର ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ଵର ଜିଲ୍ଲା ସୋର ଥାନା ଗୋପିନାଥପୁର ପଞ୍ଚାୟତ ହାତୀଗଡ଼ ଗାଁରେ ଏହି ଘଟଣା ଘଟିଛି।

ଘର ଆଗରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଆତ୍ମହତ୍ୟା କି ହତ୍ୟା ସ୍ପଷ୍ଟ ହୋଇପାରିନି। ପୁଲିସ ଘଟଣାର ଛାନଭିନ୍ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes