ବାଲ୍ୟବିବାହ ବନ୍ଦ କରିବା ନେଇ ସଚେତନତା ଶିବିର

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଅଞ୍ଚଳରେ ବାଲ୍ୟବିବାହକୁ ବନ୍ଦ କରିବା ନେଇ ଆଜି ସହରସ୍ଥିତ ଗାନ୍ଧୀପଡ଼ା ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।

ଏଥିରେ ଅଙ୍ଗନୱାଡ଼ି ସୁପରଭାଇଜର, କର୍ମୀ, ଅଭିଭାବକ, ୩,୫,୬,୭ୱାର୍ଡର କାଉନସିଲର ଯୋଗ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes