ବାଲି ଚୋରାଚାଲାଣ,‌୩ ଟ୍ରାକ୍ଟର ଜବତ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ତହସିଲ ଅନ୍ତର୍ଗତ ମନମୁଣ୍ଡା ତେଳନଦୀ ମାଉଳି ମନ୍ଦିର ନିକଟରୁ ବେଆଇନ ଭାବେ ବାଲି ଉଠାଣ ହେଉଥିବା ନେଇ ଆଜି ମନମୁଣ୍ଡା ରାଜସ୍ୱ ନୀରିକ୍ଷକ ଶରତ ବେହେରା ଚଢ଼ାଉ କରିଥିଲେ।

ବାଲି ଚୋରାଚାଲାଣ ହେଉଥିବା‌ ୩ ଟି ଟ୍ରାକ୍ଟର ଜବତ କରିବା ସହ ପାଞ୍ଚ ହଜାର ଟଙ୍କା ଲେଖାଏଁ ଫାଇନ ଆଦାୟ କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes